ଶ୍ରୀକୃଷ୍ଣ ରାଧାଙ୍କୁ ବିବାହ କାହିଁକି କରିନଥିଲେ ?ସୌରୀ ଶଙ୍କର ଶତପଥୀJune 19, 2020June 19, 2020 by ସୌରୀ ଶଙ୍କର ଶତପଥୀ0357 ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ସଦା ଆମର ଏବଂ ସର୍ବତ୍ର ପୂଜିତ ଅଟେ | ଶ୍ରୀକୃଷ୍ଣଙ୍କ ରାଧାଙ୍କ ସହ ବିଭିନ୍ନ ପ୍ରକାର ଲୀଳା ଏବଂ ରାଧାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ପ୍ରେମ କାହାକୁ ଅଜଣା ନାହିଁ...