ପୂଜାପୁଜି

ସୂର୍ଯ୍ୟ ପରାଗ | ତା-୨୧-୦୬-୨୦୨୦-ରିଖ

surya-parag

ସୂର୍ଯ୍ୟ ପରାଗ
୨୧ l ୦୬ l ୨୦୨୦ – ରବବିାର । ଆଷାଢ଼ କୃଷ୍ଣ ଅମାବାସୟା । ପରାଗର ଅବଧି କାଳ ସମୁଦାୟ
୩ଘ.୩୨ମି।
ପରାଗ ସ୍ପର୍ଶ ବା ଆରମ୍ଭ ହେବ – ଜୁନ ୨୧ ତାରିଖ ରବବିାର , ଦନି ଘ ୧୦ l ୩୮ ମି. ରୁ।
ପରାଗ ମଧ୍ୟ – ମଧ୍ୟାହ୍ନ ଘ ୧୨ l ୨୫ ମି.
ପରାଗ ମୋକ୍ଷ ବା ଶେଷ – ଦିନ ଘ ୦୨ l ୧୦ ମି.
ହାଣ୍ଡିଛାଡ଼ – ପୂର୍ବଦିନ ଅର୍ଥାତ  ୨୦ ତାରିଖ ଶନିବାର , ରାତିଘ ୧୦ l ୩୮ ମି. ରୁ ପାକତ୍ୟାଗ , ଅନ୍ନ ଭୋଜନ ଏବଂ ଦେବପୂଜା ନିଷିଦ୍ଧ ।ପରାଗ ଦର୍ଶନ ରେ ଚନ୍ଦ୍ର ଶୁଦ୍ଧି- ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ଧନୁ ଓ ମକର ରାଶି ର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ | ଏହା ବ୍ୟତୀତ ଅନ୍ୟ ରାଶି ର ଲୋକମାନଙ୍କ ପାଇଁ ପରାଗ ଦର୍ଶନ ଅଶୁଭ ଫଳ ପ୍ରଦାନ କରିପାରେ, ଏଣୁ ପରାଗ ଦର୍ଶନ ନ କରିବା ଉତ୍ତମ ଅଟେ |

Related posts

Leave a Comment