ସଂସାର ରେ ଜୀବିତ ଥିବା ଆଠ ଜଣ ଚିରଞ୍ଜିବି (ଅମର) ମହାପୁରୁଷ
ହିନ୍ଦୁ ଧର୍ମ ଶାସ୍ତ୍ର ରେ ଶ୍ଳୋକ ଅଛି | ‘अश्वत्थामा बलिर्व्यासो हनुमांश्च विभीषणः।कृपः परशुरामश्च सप्तैते चिरंजीविनः॥सप्तैतान् संस्मरेन्नित्यं मार्कण्डेयमथाष्टमम्।जीवेद्वर्षशतं सोपि सर्वव्याधिविवर्जित।।’ ଏହି ଶ୍ଳୋକ ର ଭାବାର୍ଥ ହେଉଛି ଅଶ୍ୱତ୍ଥାମା, ରାଜା...