ପୂଜାପୁଜି
pujapuji-bg-brahman

ପୂଜା ବିଧି, ଜ୍ୟୋତିଷ ଜ୍ଞାନ, କର୍ମକାଣ୍ଡ, ଇତ୍ୟାଦି ସକାଶେ ଉପଯୋଗୀ ସ୍ଥାନ |

  • ଉପଯୁକ୍ତ ଜ୍ଞାନ ଆହରଣ
  • ଜାତକ କିମ୍ବା ଅନ୍ୟାନ୍ୟ ସମସ୍ୟା ସମାଧାନ
  • ପୂଜା ସାମଗ୍ରୀ ଏବଂ ବ୍ରାହ୍ମଣଙ୍କ ସହ ଯୋଗାଯୋଗ
call us now

ଆମେ ଅନ୍ୟ ମାନଙ୍କଠାରୁ ଭିନ୍ନ କିପରି

ପାଠକ ମାନଙ୍କ ସକାଶେ ଉପଯୁକ୍ତ ଜ୍ଞାନ ଆହରଣ, ଜାତକ କିମ୍ବା ଜ୍ୟୋତିଷ ସମ୍ବନ୍ଧିତ ସମସ୍ୟା ର ସମାଧାନ, ଜ୍ଞାନୀ ଏବଂ ଉପଯୁକ୍ତ ବ୍ରାହ୍ମଣଙ୍କ ସହ ଯୋଗାଯୋଗ ଏବଂ ବିଶୁଦ୍ଧ ପୂଜା ସାମଗ୍ରୀ ଆପଣଙ୍କ ଘରେ ପହଂଚାଇବା ଆମ ଲକ୍ଷ |

brahman-standing-pujapuji
brahman-havan

ବ୍ରାହ୍ମଣଙ୍କ ସହ ଯୋଗାଯୋଗ

ସ୍ଵଦେଶେ ଅଥବା ପ୍ରବାସରେ ଘରେ କିଛି ପୂଜା ନିମନ୍ତେ ଯୋଗ୍ୟ ବ୍ରାହ୍ମଣଙ୍କୁ ଖୋଜିବା ଆଜିକାଲି କଷ୍ଟଦାୟକ ଅଟେ | ଯଦି ଆପଣ ସେପରି କିଛି କଷ୍ଟ କରୁଛନ୍ତି ତେବେ ଏଠାରେ ଆପଣ ବିନା ପରିଶ୍ରମ ରେ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ ଦେଇପାରିବେ |

call us now
puja-samagri-icon

ଘରେ ବସି ପୂଜା ସାମଗ୍ରୀ ଅର୍ଡର କରନ୍ତୁ

ନିତିଦିନିଆ ପୂଜା ଠାରୁ ବିବାହ, ବ୍ରତ, ଘର ପ୍ରତିଷ୍ଠା ଇତ୍ୟାଦି ଯେକୌଣସି ପ୍ରକାର ପୂଜା ନିମନ୍ତେ ଘରେ ବସି ପୂଜା ସାମଗ୍ରୀ ଅର୍ଡର କରନ୍ତୁ | ଯଦି ପୂଜା ସାମଗ୍ରୀ ବିଷୟରେ ଜାଣି ନାହାନ୍ତି ତାହେଲେ ଯୋଗ୍ୟ ବ୍ରାହ୍ମଣଙ୍କୁ ମାଗଣା ରେ ପଚାରି ବୁଝି ପୂଜା ସାମଗ୍ରୀ ଅର୍ଡର କରିପାରିବେ |

Call Us
brahmin-books

ପୁରାଣ, ମନ୍ତ୍ର, ବେଦ, ଶାସ୍ତ୍ର ଇତ୍ୟାଦି

ପୂଜା ବିଧି, ପ୍ରକାର ଏବଂ ମାଧ୍ୟମ

ଜ୍ୟୋତିଷ ଶିକ୍ଷା, ସମସ୍ୟା ଏବଂ ନିବାରଣ

ପ୍ରଶ୍ନ ଉତ୍ତର, ଆତ୍ମକଥା, ଅଭିଜ୍ଞାତା ଇତ୍ୟାଦି

ଏଠାରେ କଣ କଣ କରିପାରିବେ

  • ଜ୍ଞାନ ଆହରଣ ଏବଂ ଆଲୋଚନା

ଯଦି ଆପଣ ପୂଜା ପଦ୍ଧତି, ଶାସ୍ତ୍ର ଅଥବା ଆମ ସଂସ୍କୃତି ବିଷୟରେ ଜାଣିବାକୁ ଚାଉଁଛନ୍ତି ତାହେଲେ ଏଠାରେ ଆପଣ ବହୁତ ସମୟ ଅତିବାହିତ କରିପାରିବେ | ଅଧିକ ରୁ ଅଧିକ ପଠନୀୟ ଲେଖା ଆପଣ ଏଠାରେ ମାଗଣା ରେ ପାଇବେ |

  • ସମୟ ଏବଂ ସ୍ଥାନ ର ପ୍ରତିବନ୍ଧ ନାହିଁ 

ଓଡିଶା କିମ୍ବା ଓଡିଶା ବାହାରେ ରହି ମଧ୍ୟ ଆପଣ ଯେ କୌଣସି ସମୟରେ ଯୋଗ୍ୟ ବ୍ରାହ୍ମଣଙ୍କ ସହ ଯୋଗାଯୋଗ କରିପାରିବେ ଏବଂ ପୂଜା ସାମଗ୍ରୀ ଅର୍ଡର କରିପାରିବେ | ଘରେ ବସି ଆପଣଙ୍କ ସମସ୍ୟା ର ସମାଧାନ |

pujapuji-mobile

Call Us Anytime

+0003 758 47 999  |  +0004 623 54 888